Jump to content

ପରିଦାୟୀ

ଉଇକିଅଭିଧାନ‌ରୁ

ପରିଦାୟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ପରି+ଦା ଧାତୁ+କର୍ତ୍ତୃ. ଇନ୍ ୧ମା. ୧ବ)

[ସମ୍ପାଦନା]

ପରିବେତ୍ତାର ଶ୍ୱଶୁର; ବଡ଼ ଭାଇ ଅବିବାହିତ ଥାଉଁ ଥାଉଁ ଯେଉଁ ସାନ ଭାଇ ବିବାହ କରେ, ଏପରି ବର ସଙ୍ଗେ ନିଜର କନ୍ୟାର ବିବାହ ଦେବା ବ୍ୟକ୍ତି — A person who gives his daughter or ward in marriage to a man whose elder brother is not yet married.