Jump to content

ପରିଦେବ

ଉଇକିଅଭିଧାନ‌ରୁ

ପରିଦେବ

ଉଚ୍ଚାରଣ

[ସମ୍ପାଦନା]

(ପରିଦେବନ, ପରିଦେବନା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପରି+ଦେବି ଧାତୁ=ବିଳାପ କରିବା+ଭାବ. ଅ)

[ସମ୍ପାଦନା]
୧. ବାହୁନା କାନ୍ଦଣା; ବିଳାପ; ଖେଦୋକ୍ତି — ୧. Lamentation; bewailing.
୨. ଅନୁତାପ —୨. Repentance.