Jump to content

ପରିଦେବିତ

ଉଇକିଅଭିଧାନ‌ରୁ

ପରିଦେବିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ଦେବି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଯାହାପାଇଁ ବିଳାପ କରାଯାଏ — ୧. Lamented; bewailed.

ସଂସ୍କୃତ - ବିଶେଷ୍ୟ - (+ଭାବ. ତ)

[ସମ୍ପାଦନା]

ବିଳାପ —Bewailing; lamentation.