Jump to content

ପରିଧାନ

ଉଇକିଅଭିଧାନ‌ରୁ

ପରିଧାନ

ଉଚ୍ଚାରଣ

[ସମ୍ପାଦନା]

(ପରିହିତ—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପରି+ଧା ଧାତୁ=ଧାରଣ କରିବା+ ବାବ. ଅନ)

[ସମ୍ପାଦନା]
୧. ଲୁଗା ପିନ୍ଧିବା —୧. Putting on or wearing of clothes; clothing.
୨. ଘୋଡ଼ାଇବା; ଆଚ୍ଛାଦନ —୨. Covering.
୩. (ପରି+ଧା ଧାତୁ=ଧାରଣ କରିବା+କର୍ମ. ଅନ)— ପରିଧେୟ ବସ୍ତ୍ର; ପିନ୍ଧା ଲୁଗା — ୩. Cloth which a person wears.
୪. ପୋଷାକ —୪. Dress.
୫. ଦେହକୁ ଲାଗି କରି ପିନ୍ଧାଯିବା ଲୁଗା — ୫. An under garment.
୬. ବୋଲା ଯାଉଥିବା ସ୍ତବ ଆଦିର ସମାପ୍ତି (ହିନ୍ଦୀ - ଶ) — ୬. Closing or concluding of a recitation.
୭. (+କରଣ. ଅ) ଘୋଡ଼ଣୀ —୭. Lid.