Jump to content

ପରିଧାପନ

ଉଇକିଅଭିଧାନ‌ରୁ

ପରିଧାପନ

ଉଚ୍ଚାରଣ

[ସମ୍ପାଦନା]

(ପରିଧାପକ—ବିଣ)

ସଂସ୍କୃତ - ବିଶେଷ୍ୟ - (ପରି+ଧାପି ଧାତୁ=ପିନ୍ଦାଇବା; ଧୋଇବା ଇତ୍ୟାଦି +କର୍ମ. ଅନ)

[ସମ୍ପାଦନା]
୧. ପରିଧାନ ବସ୍ତ୍ର — ୧. A cloth used for wearing.
୨. (ପରି+ଧାପି ଧାତୁ+ଭାବ. ଅନ) ଲୁଗା ପିନ୍ଧାଇବା — ୨. Causing to put on; dressing up another person.