Jump to content

ପରିଧାୟ

ଉଇକିଅଭିଧାନ‌ରୁ

ପରିଧାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପରି+ଧା ଧାତୁ=ଧାରଣ କରିବା+କର୍ମ. ଅ)

[ସମ୍ପାଦନା]
୧. ପରିଚ୍ଛଦ; ପୋଷାକ —୧. Dress; clothes.
୨. (ପରି+ଧା ଧାତୁ+ଭାବ. ଅ) ପରିଧାନ; ପିନ୍ଧିବା — ୨. Wearing.
୩. (ପରି+ଧା ଧାତୁ+ଅଧିକରଣ. ଅ) —ନିତମ୍ୱ — ୩. Buttocks.
୪. ଜଳାଧାର —୪. Receptacle for water.
୫. (+କର୍ତ୍ତୃ. ଅ)—ଅନୁଚରବର୍ଗ — ୫. Train; retinue. (M.W.)