ପରିଧାୟକ
ଦେଖଣା
ପରିଧାୟକ
ଉଚ୍ଚାରଣ
[ସମ୍ପାଦନା](ପରିଧାୟିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପରି+ଧା ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଚାରିଆଡ଼େ ଘେରିଥିବା — ୧. Surrounding.
- ୨. କୌଣସି ବସ୍ତୁକୁ ଗୁଡ଼ାଇଥିବା —୨. Winding.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବାଡ଼ (ହିନ୍ଦୀ - ଶ.) — ୧. Fencing; enclosure.
- ୨. ଛଡ଼ଦେବାଲୀ (ହିନ୍ଦୀ - ଶ.); ହତା — ୨. Compound wall.