ପରିଧୂପନ
ଦେଖଣା
ପରିଧୂପନ
ଉଚ୍ଚାରଣ
[ସମ୍ପାଦନା]ପରିଧୂମନ, ପରିଧୂମାୟନଅନ୍ୟରୂପ
ସଂସ୍କୃତ - ବି—(ପରି=ଚାରିଆଡ଼େ+ଧୂପି ଧାତୁ=ଧୂଆଁ ଦେବା+ ଭାବ. ଅନ)
[ସମ୍ପାଦନା]- ୧. ଚାରିଆଡ଼େ ଧୂଆଁ ଦେବା — ୧. Fumigation.
- ୨. ସୁଶ୍ରୂତ ଅନୁସାରେ ତୃଷ୍ଣା ରୋଗର ଏକ ଉପଦ୍ରବ ଯହିଁରେ ବିଶେଷ ପ୍ରକାରର ବମନୋଦ୍ୱଗ ହୁଏ (ହିନ୍ଦୀ - ଶ.) —୨. A violent symptom of vomiting in a disease attended with extreme thirst.