Jump to content

ପରିଧୂପିତ

ଉଇକିଅଭିଧାନ‌ରୁ

ପରିଧୂପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ଧୂପି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଧୂପଦ୍ୱାରା ସୁଗନ୍ଧୀକୃତ —୧. Scented by fumigation.
୨. ଧୂପର ସୁଗନ୍ଧଦ୍ୱାରା ଚତୁର୍ଦ୍ଦିଗ ଆମୋଦିତ —୨. With sweet smell diffused on all sides by fumigation.