Jump to content

ପରିଧେୟ

ଉଇକିଅଭିଧାନ‌ରୁ

ପରିଧେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ଧା ଧାତୁ+କର୍ମ. ଯ)

[ସମ୍ପାଦନା]

ପରିଧାନ ଯୋଗ୍ୟ — Fit to be put on.


ସଂସ୍କୃତ - ବିଶେଷ୍ୟ - (+ଭାବ. ଯ)

[ସମ୍ପାଦନା]

ପିନ୍ଧା ଲୁଗା; ଧୋତି — An under garment (M.W.)