Jump to content

ପରିନିର୍ବାଣ

ଉଇକିଅଭିଧାନ‌ରୁ

ପରିନିର୍ବାଣ

ଉଚ୍ଚାରଣ

[ସମ୍ପାଦନା]

(ପରିନିବୃତ—ବିଣ)

(ପରିନିର୍ବାତି, ପରିନିବୃତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ପରି=ସମ୍ପୂର୍ଣ୍ଣ+ନିର୍ବାଣ)

[ସମ୍ପାଦନା]
୧. ସମ୍ପୂର୍ଣ୍ଣ ନିର୍ବାଣ ବା ମୋକ୍ଷ —୧. Entire cessation of rebirth.
୨. ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ଲୋପ —୨. Complete extinction of individuality. (M.W.)