Jump to content

ପରିନିଷ୍ଠା

ଉଇକିଅଭିଧାନ‌ରୁ

ପରିନିଷ୍ଠା

ଉଚ୍ଚାରଣ

[ସମ୍ପାଦନା]

(ପରିନିଷ୍ଠିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପରି+ନିଷ୍ଠା)

[ସମ୍ପାଦନା]
୧. ପରାକାଷ୍ଠା; ଚରମ ସୀମା — ୧. Extreme limit; maximum limit.
୨. ପୂର୍ଣ୍ଣତା — ୨. Fullness; completeness; accomplishment.
୩. ଜ୍ଞାନର ପୂର୍ଣ୍ଣତା (ହିନ୍ଦୀ - ଶବ୍ଦସାଗର) — ୩. Complete knowledge (M.W.)
୪. ଅଭ୍ୟାସର ପର୍ଣ୍ଣତା (ହିନ୍ଦୀ - ଶବ୍ଦସାଗର) — ୪. Completeness of habit or exercise.