Jump to content

ପରିନୈଷ୍ଠିକ

ଉଇକିଅଭିଧାନ‌ରୁ

ପରିନୈଷ୍ଠିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରିନିଷ୍ଠା+ଇକ)

[ସମ୍ପାଦନା]
୧. ସର୍ବଶ୍ରେଷ୍ଠ; ସର୍ବୋତ୍କୃଷ୍ଟ —୧. Most excellent; perfect.
୨. ସର୍ବୋଚ୍ଚ —୨. Highest.