Jump to content

ପରିପଣ

ଉଇକିଅଭିଧାନ‌ରୁ

ପରିପଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ପଣ୍ ଧାତୁ=ବେପାର କରିବା+କରଣ. ଅ; ଯାହାଦ୍ୱାରା ବା ସାହାଯ୍ୟରେ ବେପାର କରାଯାଏ)

[ସମ୍ପାଦନା]

ବ୍ୟବସାୟର ମୂଳ ଧନ; ପାଣ୍ଠି; ପୁଞ୍ଜି — The capital of a trade.