Jump to content

ପରିପଣିତ

ଉଇକିଅଭିଧାନ‌ରୁ

ପରିପଣିତ

ଉଚ୍ଚାରଣ

[ସମ୍ପାଦନା]

(ପରିପଣନ—ବି)

ସଂସ୍କୃତ - ବିଶେଷଣ - (ପରି+ପଣ୍ ଧାତୁ=କ୍ରୟବିକ୍ରୟ କରିବା ଇତ୍ୟାଦି +କର୍ମ. ତ)

[ସମ୍ପାଦନା]
୧. ବେପାରରେ ଲଗା ଯାଇଥିବା; ମୂଳଧନରୂପେ ଖଟା ଯାଇ ଥିବା — ୧. Invested in trade.
୨. ନ୍ୟାସୀକୃତ —୨. Deposited in trust.
୩. ବାଜୀ ରୂପେ ରଖା ଯାଇଥିବା — ୩. Wagered (M.W.)
୪. ବନ୍ଧକ ରଖା ଯାଇ ଥିବା —୪. Pledged. (M.W.)