Jump to content

ପରିପଣ୍ଡିମା

ଉଇକିଅଭିଧାନ‌ରୁ

ପରିପଣ୍ଡିମା

ଉଚ୍ଚାରଣ

[ସମ୍ପାଦନା]

(ପରିପାଣ୍ଡିମା; ପରିପାଣ୍ଡୁରିମା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପରି+ପଣ୍ଡୁ+ଭାବାର୍ଥେ. ଅମନ୍)

[ସମ୍ପାଦନା]

ସମ୍ପୂର୍ଣ୍ଣ ଧଳା ରଙ୍ଗ ବା ଫକ୍କା ରଙ୍ଗ — Complete whiteness or paleness.