ପରିପନ୍ଥକ
ଦେଖଣା
ପରିପନ୍ଥକ
ଉଚ୍ଚାରଣ
[ସମ୍ପାଦନା]ପରିପନ୍ଥିକ, ପରିପନ୍ଥୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -(ପରି=ଦୋଷ କୀର୍ତ୍ତନ+ପନ୍ଥକ=ଯେ ପଥରେ ଗମନ କରେ)
[ସମ୍ପାଦନା]- ୧. ପଥରୋଧକ ବ୍ୟକ୍ତି — ୧. One who obstructs the way.
- ୨. ପ୍ରତିକୂଳ ବ୍ୟକ୍ତି; ବିରୋଧୀ ବ୍ୟକ୍ତି —୨. Antagonist.
- ୩. ଶତ୍ରୁ ବିପକ୍ଷ —୩. Adversary; enemy.
ବେଢ଼ି ଶତ୍ରୁ ପରିପନ୍ଥୀ ଆଦି ଅଷ୍ଟ ରଥୀ ଦିଗଦନ୍ତୀ ସମ ଭଞ୍ଜ. ବୈଦେହୀଶବିଳାସ
- ୪. ଦସ୍ୟୁ; ଡକାଏତ; ବାଟପାଡ଼ୀ — ୪. Robber; highway man.
- ୫. ବିଘ୍ନ; ବ୍ୟାଘାତ —୫. Obstacle; hindrance.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ପଥ ଅବରୋଧକାରୀ — ୧. Obstructing the way.
- ୨. ପ୍ରତିକୂଳାଚାରୀ —୨. Acting against.
- ୩. ବାଧାଜନକ —୩. Hindering; obstructing.