Jump to content

ପରିପରା

ଉଇକିଅଭିଧାନ‌ରୁ

ପରିପରା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ—(ତୁଳ. ସଂସ୍କୃତ - ପରିପରୀ=ଶତ୍ରୁ)

[ସମ୍ପାଦନା]
୧. ମନୁଆ —୧. Self-willed.
୨. ଯେ ଆପଣାକୁ ବଡ଼ ବୋଲି ମନେ କରେ — ୨. One who thinks too much of one's self.
୩. ନିର୍ଲ୍ଲଜ —୩. Shameless.
୪. ଯେ ଆପଣାର ବଡ଼େଇ କହି ହୁଏ —୪. Boastful.
୫. ଆପଣା ପ୍ରଶଂସା ଶୁଣିବାକୁ ଇଚ୍ଛୁକ — ୫. Wishing to hear one's own eulogy.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିର୍ଲଜ୍ଜତା —Shamelessness.