Jump to content

ପରିପାଳନ

ଉଇକିଅଭିଧାନ‌ରୁ

ପରିପାଳନ

ଉଚ୍ଚାରଣ

[ସମ୍ପାଦନା]

(ପରିପାଳିତ—ବିଣ)

  • (file)

ସଂସ୍କୃତ - ବିଶେଷ୍ୟ - (ପରି=ସର୍ବତୋଭାବରେ+ପାଳନ+ଆ)

[ସମ୍ପାଦନା]
୧. ପ୍ରତିପାଳନ; ପରିପୋଷଣ — ୧. Maintaining; fostering; nourishing.
୨. ରକ୍ଷା କରିବା —୨. Guarding; protecting.
୩. ଯତ୍ନ ନେବା —୩. Taking care of.