Jump to content

ପରିପୁଷ୍ଟ

ଉଇକିଅଭିଧାନ‌ରୁ

ପରିପୁଷ୍ଟ

ଉଚ୍ଚାରଣ

[ସମ୍ପାଦନା]

(ପରିପୋଷ, ପରିପୋଷଣ—ବି)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଉତ୍ତମ ରୂପେ ପାଳିତ; ଉତ୍ତମ ରୂପେ ପୋଷିତ — ୧. Well nourished; well nurtured.
୨. ହୃଷ୍ଟପୁଷ୍ଟ —୨. Well developed.