Jump to content

ପରିପୂତ

ଉଇକିଅଭିଧାନ‌ରୁ

ପରିପୂତ

ଉଚ୍ଚାରଣ

[ସମ୍ପାଦନା]
(ପରିପୂତା—ସ୍ତ୍ରୀ) 

ପରିପାବନ, ପରିପୂତିବି

ସଂସ୍କୃତ - ବିଶେଷଣ - (ପରି+ପୂତ)

[ସମ୍ପାଦନା]
୧. ପରିଷ୍କୃତ —୧. Cleansed.
୨. ପାଛୁଡ଼ା ହୋଇ ପରିଷ୍କୃତ (ଶସ୍ୟାଦି) — ୨. Winnowed (corn); threshed.
୩. ଅତି ପବିତ୍ର; ବିଶୁଦ୍ଧ —୩. Quite pure.
୪. ପବିତ୍ରକୃତ —୪. Purified.
୫. ଛଣା ହୋଇଥିବା —୫. Strained.