Jump to content

ପରିପୂରିତ

ଉଇକିଅଭିଧାନ‌ରୁ

ପରିପୂରିତ

ଉଚ୍ଚାରଣ

[ସମ୍ପାଦନା]

(ପରିପୂରଣ—ବି)

ସଂସ୍କୃତ - ବିଶେଷଣ - (ପରି+ପୂରିତ)

[ସମ୍ପାଦନା]
୧. ସମ୍ପୂର୍ଣ୍ଣ ସମାପ୍ତ —୧. Finished.
୨. ପୂର୍ଣ୍ଣ ହୋଇଥିବା —୨. Filled up.
୩. ସମ୍ଫାଦିତ; ନିଷ୍ପନ୍ନ —୩. Accomplished.
୪. ଅନୁଭୂତ —୪. Experienced. (M.W.)