ପରିପୂର୍ଣ୍ଣ
ଦେଖଣା
ପରିପୂର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା](ପରିପୂର୍ଣ୍ଣତା, ପରିପୂର୍ତ୍ତି—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପରି=ସମ୍ୟକ୍+ପୂର ଧାତୁ=ପରିପୂର୍ଣ୍ଣ ହେବା+ କର୍ତ୍ତୃ. ତ)
[ସମ୍ପାଦନା]- ୧. ପୂର୍ଣ୍ଣ ହୋଇଥିବା — ୧. Filled up.
- ୨. ଭର୍ପୂର୍ — ୨. Filled up to the brim; brimming with.
- ୩. ପରିତୃପ୍ତ —୩. Fully satisfied; quite content.
- ୪. ସମ୍ପୂର୍ଣ୍ଣ — ୪. Completed; finished; whole; perfect.
- ୫. ଧନାଦିରେ ପୂର୍ଣ୍ଣ —୫. Filled up with riches.
ତାଙ୍କ ବରତନରୁ କାଟି ମନ୍ତ୍ରିଜନ, ଭଣ୍ଡାର କରୁ ନାହାନ୍ତି ତ ପରିପୂର୍ଣ୍ଣ କୃଷ୍ଣସିଂହ, ମହାଭାରତ ସଭା
- ୬. ସଫଳ; ସିଦ୍ଧ —୬. Successful.
- ୭. ପରିବ୍ୟାପ୍ତ —୭. Diffused; spread on all sides.