ପରିପୋଟ
ଦେଖଣା
ପରିପୋଟ
ଉଚ୍ଚାରଣ
[ସମ୍ପାଦନା](ପରିପୋଟକ, ପରିପୋଟନ, ପରିପୋଟିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପରି+ପୁଟ୍ ଧାତୁ=ଚୋପା ଛଡ଼ାଇବା+ଭାବ. ଅ)
[ସମ୍ପାଦନା]- ୧. ଚୋପା ବା ଛାଲ ଛଡ଼ିଯିବା — ୧. Peeling off or dropping off of the skin or bark; disquamation.
- ୨. ବହୁତ ଭାରୀ ଅଳଙ୍କାର ପିନ୍ଧିବା ଯୋଗୁଁ କାନରେ ହେବା ଫୁଲା ଓ କ୍ଷତରୋଗ —Peeling off of the skin of the ear and swelling of the jobes due to wearing very heavy ear-ornaments.