Jump to content

ପରିପ୍ରେକ୍ଷଣ

ଉଇକିଅଭିଧାନ‌ରୁ

ପରିପ୍ରେକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

(ପରିପ୍ରେଷିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପରି+ପ୍ର+ଇଷ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଚାରିଆଡ଼କୁ ଦୂତ ପଠାଇବା — ୧. Sending forth emissaries to all sides.
୨. ନିର୍ବାସନ —୨. Exilling; transportation.
୩. ପରିତ୍ୟାଗ କରଣ —୩. Abandonment.