Jump to content

ପରିବତ୍ସର

ଉଇକିଅଭିଧାନ‌ରୁ

ପରିବତ୍ସର

ଉଚ୍ଚାରଣ

[ସମ୍ପାଦନା]

ପରିବତ୍ସରୀଣ, ପରିବତ୍ସରୀୟବିଣ

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]
୧. ଯେଉଁ ସମୟ ମଧ୍ୟରେ ବୃହସ୍ପତି ଦ୍ୱାଦଶରାଶି ଭୋଗ କରେ ସୌର ଦ୍ୱାଦଶ ବତ୍ସର; ବାହସ୍ପିତ୍ୟ ଏକ ବତ୍ସର — ୧. One year of the cycle of jupiter which is equal to ୧୦ solar years.
୨. ସଂବତ୍ସର; ଏକବର୍ଷ —୨. One year.
୩. (ଜ୍ୟୋତିଷ) ସଂବତ୍ସରବିଶେଷ; ପାଞ୍ଚବରଷ ମଧ୍ୟରୁ ଦ୍ୱିତୀୟ ବର୍ଷ ୩. (astronomy) The second of a cycle of five years.