Jump to content

ପରିବନ୍ଧ

ଉଇକିଅଭିଧାନ‌ରୁ

ପରିବନ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପରି=ନାନା+ବନ୍ଧ=ବନ୍ଧନୀ)

[ସମ୍ପାଦନା]
୧. ନାନାପପ୍ରକାର —୧. Various kinds.
୨. ଚଲାଖୀ; ଛଳନା —୨. Deceit.

ସଂସ୍କୃତ - ବିଶେଷଣ - (ପରି+ବନ୍ଧ୍ ଧାତୁ=ଆଲିଙ୍ଗନ କରିବା+ଭାବ. ଅ)

[ସମ୍ପାଦନା]

ଛନ୍ଦାଛନ୍ଦି —Intertwined.

ଜାନକୁ ଜାନ ପରିବନ୍ଧ କୋପେ କରନ୍ତି ବୀରନାଦ ଜଗନ୍ନାଥ—ଭାଗବତ