Jump to content

ପରିବର୍ଜନ

ଉଇକିଅଭିଧାନ‌ରୁ

ପରିବର୍ଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି—(ପରି=ସର୍ବତୋଭାବରେ+ବୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅନ)

[ସମ୍ପାଦନା]
୧. ସର୍ବଥା ତ୍ୟାଗ — ୧. Complete forsaking; abandonment.
୨. ହନନ; ବଧ —୨. Killing; slaughter.