Jump to content

ପରିବର୍ଜ୍ଜିତ

ଉଇକିଅଭିଧାନ‌ରୁ

ପରିବର୍ଜ୍ଜିତ

ଉଚ୍ଚାରଣ

[ସମ୍ପାଦନା]
(ପରିବର୍ଜିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -(ପରି+ବୃଜ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପରିତ୍ୟକ୍ତ — ୧. Abandoned.
୨. ଚାରିଆଡ଼େ ଗୁଡ଼ିଆ ହୋଇଥିବା — ୨. Wound round. (M.W.)