Jump to content

ପରିବର୍ତ୍ତନ

ଉଇକିଅଭିଧାନ‌ରୁ

ପରିବର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ପରି+ବୃତ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ପରିବର୍ତ— (ଦେଖ) - — ୧. Paribarta. (See)
୨. ବାଳ କାଟିବା; ବାଳ କତୁରା — ୨. The cutting or clipping of the hair. (M.W.)
୩. ରକ୍ଷଣ —୩. Protecting; defending.