Jump to content

ପରିବର୍ଦ୍ଧନ

ଉଇକିଅଭିଧାନ‌ରୁ

ପରିବର୍ଦ୍ଧନ

ଉଚ୍ଚାରଣ

[ସମ୍ପାଦନା]

(ପରିବୃଦ୍ଧି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପରି+ବୃଧ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଅତ୍ୟନ୍ତ ବୃଦ୍ଧି — Great growth; increase.
୨. ବଢ଼ିବା —୨. Increasing.
୩. ଗୋରୁ ଆଦିଙ୍କ ଜୀବକୁ ପାଳି ବଢ଼ାଇବା — ୩. Rearing of animals.