Jump to content

ପରିବର୍ଧକ

ଉଇକିଅଭିଧାନ‌ରୁ

ପରିବର୍ଧକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ବୃଧ୍ ଧାତୁ+ବୃଦ୍ଧି ପାଇବା+କର୍ତ୍ତୃ. ଅକ)

[ସମ୍ପାଦନା]

ବୃଦ୍ଧିକାରକ; ଉତ୍କର୍ଷକ — Increasing; improving.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଘୋଡ଼ା ସହିସ; ଅଶ୍ୱରକ୍ଷକ —Hostler; syce; groom. (M.W.)