ପରିବର୍ଧିତ
ଦେଖଣା
ପରିବର୍ଧିତ
ଉଚ୍ଚାରଣ
[ସମ୍ପାଦନା](ପରବୃଦ୍ଧ—ଅନ୍ୟରୂପ)
(ପରିବର୍ଦ୍ଧିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -[ପରି+ବୃଧ୍ ଧାତୁ (ଣିଜନ୍ତି)=ବର୍ଦ୍ଧି ଧାତୁ = ବୃଦ୍ଧି ପାଇବା=କର୍ମ. ତ]
[ସମ୍ପାଦନା]- ୧. ବୃଦ୍ଧି ପ୍ରାପ୍ତ —୧. Increased.
- ୨. ବିସ୍ତାରିତ —୨. Extended.
- ୩. ଲାଳିତ ପାଳିତ —୩. Reared; brought up.
- ୪. (ଜଳାଶୟ) ଖୋଳା ଯାଇ ଥିବା — ୪. (tank) Excavated. (M.W.)