Jump to content

ପରିବର୍ହ

ଉଇକିଅଭିଧାନ‌ରୁ

ପରିବର୍ହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି=ସମ୍ପୂର୍ଣ୍ଣରୂପେ+ବର୍ହ ଧାତୁ=ଆଚ୍ଛାଦନ କରିବା, ଶୋଭା ପାଇବା+କରଣ. ଅ)

[ସମ୍ପାଦନା]
୧. ପରିଚ୍ଛଦ; ପରିଧେୟ; ପୋଷାକ —୧. Dress.
୨. ରାଜ ଚିହ୍ନ —୨. Paraphernalia of royalty.
୩. ଗୃହ ଦ୍ରବ୍ୟାଦି; ଘରକରଣା ଜିନିସପତର — ୩. Furnitures; goods and chattels.