Jump to content

ପରିବହ

ଉଇକିଅଭିଧାନ‌ରୁ

ପରିବହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପରି=ଉପରେ+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ଅ)

[ସମ୍ପାଦନା]

ବାୟୂମଣ୍ଡଳସ୍ଥ ସପ୍ତ ବାୟୁର ଅନ୍ତର୍ଗତ ସୁବହ ବାୟୁର ଉପରିସ୍ଥ ବାୟୁ —Name of one of the ୭ winds according to Hindu mythology.

[ଦ୍ରଷ୍ଟବ୍ୟ —୭ ବାୟୁର ନାମ—ଆବହ, ଉଦ୍ୱହ, ସମ୍ୱହ, ପ୍ରବହ, ବିବହ, ପରିବହ ଓ ସୁବହ]