ପରିବା
ଦେଖଣା
ପରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପରିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରନ୍ଧା ହୋଇ ନ ଥିବା ଉଦ୍ଭିଜ୍ଜ ଖାଦ୍ୟ ଦ୍ରବ୍ୟ — ୧. Green uncooked vegetables.
ସକଳ ପରିକା ଏକା ଠାବେ ସିଝାଇଲେ ପ୍ରାଚୀ. ନଳଚରିତ
- ୨. ତିଅଣ ଯୋଗ୍ୟ ଫଳ ମୂଳ —୨. Kitchen vegetables. fruits and roots used as curry.