Jump to content

ପରିବାଦ

ଉଇକିଅଭିଧାନ‌ରୁ

ପରିବାଦ

ଉଚ୍ଚାରଣ

[ସମ୍ପାଦନା]

(ପରୀବାଦ—ଅନ୍ୟରୂପ)

(ପରିବାଦିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପରି=ଦୋଷ କୀର୍ତ୍ତନ+ବଦ୍ ଧାତୁ=କହିବା+ ଭାବ. ଅ)

[ସମ୍ପାଦନା]
୧. ଅପବାଦ —୧. Defamation.
୨. ନିନ୍ଦାବାଦ —୨. Blame.

ଖଳ ମିଛ ତୃଷ୍ଣୀ ଭାବ ଯେ ପରିବାଦ, ପ୍ରାତିକୁଲ୍ୟ ଅଜ୍ଞାନ ଅକ୍ଷମ ବିବାଦ କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ

୩. ଦୋଷ ବା ଅପରାଧର ଅଭିଯୋଗ — ୩. Charge; accusation.
୪. ଅସତ୍ୟମୂଳକ ନିନ୍ଦାବାଦ — ୪. Slander which is not true.
୫. ତିରସ୍କାର —୫. Rebuke.
୬. ବୀଣାଦିର ତନ୍ତ୍ରକୁ ବଜାଇବା ପାଇଁ ବ୍ୟବହୃତ ତାରର ଅଙ୍ଗୁଳିତ୍ର; ମିଜ୍ରାବ୍ —୬. A cap of wire put on the fingers to strike the string of a harp or guitar.