ପରିବାଦୀ
ଦେଖଣା
ପରିବାଦୀ
(ପରିବାଦୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଂ. (ପରିବାଦିନ୍; ପରିବାଦ+କର୍ତ୍ତୃ. ଶୀଳାର୍ଥେ. ଇନ୍)
- ୧. ନିନ୍ଦାକାରୀ —୧. Blaming.
- ୨. ଅପବାଦକାରୀ —୨. Defaming.
- ୩. ତିରସ୍କକାରୀ —୩. Abusing.
- ୪. (+ଅଛି ଅର୍ଥରେ ଇନ୍) ଅପବାଦଗ୍ରସ୍ତ — ୪. Defamed.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୩. ବାଦୀ, ମୁଦେଇ — ୩. Complainant; plaintiff; accuser.