Jump to content

ପରିବାପିତ

ଉଇକିଅଭିଧାନ‌ରୁ

ପରିବାପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ବପ୍ ଧାତୁ+ ଣିଚ୍=ବାପି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଲଣ୍ଡା କରାଯାଇଥିବା; ମୁଣ୍ଡିତ — ୧. Shaven.
୨. ବୁଣା ଯାଇଥିବା; ଉପ୍ତ —୨. Sown.
୩. ରୋପିତ —୩. Planted; transplanted.