ପରିବାରୀ
ଦେଖଣା
ପରିବାରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ଦାସୀ ପରିବାରର ଜଣେ ବ୍ୟକ୍ତି ରୂପେ ପରି— ଗଣିତା ହେବାରୁ)
[ସମ୍ପାଦନା]ଦାସୀ; ଚାକରାଣୀ — Maid servant.
ସହସ୍ର, ସଂଖ୍ୟା ପରିବାରୀଙ୍କ ଘେନିଲେ ନିଜ ନାରୀ ତୁଲେ ସେ ଗେଲରେ ବୁଲିଲେ କୃଷ୍ଣସିଂହ, ମହାଭାରତ. ଆଦି
[ଦ୍ରଷ୍ଟବ୍ୟ —ପୋଇଲୀ ଓ ଦାସୀ ପରେ ଏ ଶବ୍ଦ ସହଚର ରୂପେ ବ୍ୟବହୃତ ହୁଏ, ଯଥା, ଦାସୀ ପରିବାରୀ, ପୋଇଲୀ ପରିବାରୀ]