ପରିବାହ
ଦେଖଣା
ପରିବାହ
ଉଚ୍ଚାରଣ
[ସମ୍ପାଦନା](ପରୀବାହ—ଅନ୍ୟରୂପ)
(ପରିବାହୀ, ପରିବାହିତ—ବିଣ)
ସଂସ୍କୃତ - ବିଶେଷ୍ୟ - (ପରି+ବହ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ପ୍ଳାବନ; ପାତ୍ର ବା ଜଳାଶୟ ଆଦି ପୂର୍ଣ୍ଣ ହୋଇ ପାଣି ବାହାରି ଯିବା; ଉଚ୍ଛୁଳିବା (ହିନ୍ଦୀ - ଶ.) — ୧. Overflowing; inundation (Apte).
- ୨. (+କରଣ. ଅ) ବହକା ପାଣି ବୋହିଯିବା ନଳା — ୨. A drain for the overflowing water.