ପରିବିନ୍ଦକ
(ପରିବିନ୍ଦତ୍—ଅନ୍ୟରୂପ)
ଯେଉଁ ବ୍ୟକ୍ତି ଆପଣାର ବଡ଼ ଭାଇ ବିବାହିତ ହୋବା ପୂର୍ବରୁ ବିବାହ କରେ — A person who gets married before his elder brother.