ପରିବିଷ୍ଟ
ଦେଖଣା
ପରିବିଷ୍ଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପରି+ବିଶ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଚତୁର୍ଦ୍ଦିଗରେ ଘେରା ହୋଇଥିବା; ପରିବେଷ୍ଟିତ — ୧. Surrounded; beseiged. (M.W.)
- ୨. (ପରି+ବିଷ୍ ଧାତୁ+ତ) ପରଷା ଯାଇଥିବା (ଖାଦ୍ୟ) — ୨. Served [food].
ପରିବିଷ୍ଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି+ବିଶ୍ ଧାତୁ+ଭାବ. ତି)
[ସମ୍ପାଦନା]- ୧. ସେବା; ଚାକିରି —୧. Service; attendance.
- ୨. ବେଷ୍ଟନ —୨. Surrounding.