Jump to content

ପରିବୀତ

ଉଇକିଅଭିଧାନ‌ରୁ

ପରିବୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ବୀ ଧାତୁ=ଗମନ କରିବା ଅଥବା ବ୍ୟେ ଧାତୁ =ବେଷ୍ଟନ କରିବା+କର୍ମ. ତ)

[ସମ୍ପାଦନା]
୧. ପରିବେଷ୍ଟିତ —୧. Surrounded; circumscribed.
୨. ସମାଚ୍ଛାଦିତ —୨. Well-covered; enveloped.
୩. ବ୍ୟାପ୍ତ —୩. Pervaded; overspread.