ପରିବୁଢ଼
ପ୍ରଭୂ; ସ୍ୱାମୀ —Lord; master.
ପୃଥ୍ୱୀ ଚକ୍ରବାଳ ପରିବୃଢ଼ ବାଲୁକେଶ, ପ୍ରସଲାଇଲେ ଏ ରସ ଗୋ କବିସୂର୍ଯ୍ୟ, କିଶୋରୀଚମ୍ପୂ ପ ଗୀତ