ପରିବେଦନ
ଦେଖଣା
ପରିବେଦନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ)
[ସମ୍ପାଦନା]- ୧. ଅନୂଢ଼ ଜ୍ୟେଷ୍ଠଭ୍ରତା ବିବାହ ନ କରୁଣୁ କନିଷ୍ଠର ବିବାହ —୧. The marriage of a person whose elder brother is still unmarried.
- ୨. ବିବାହ —୨. marriage (Apte).
- ୩. ବୋଧ; ପୂର୍ଣ୍ଣଜ୍ଞାନ — ୩. Complet or accurate knowledge.
- ୪. ଲାଭ —୪. Profit; gain.
- ୫. ପ୍ରାପ୍ତି —୫. Acquisition.
- ୬. ଅଗ୍ନ୍ୟାଧାନ; ଅଗ୍ନି ହୋତ୍ର ପାଇଁ ଗୃହରେ ଯଜ୍ଞାଗ୍ନି ସ୍ଥାପନ — ୬. Maintaining the household fire (Apte).
- ୭. ସର୍ବତ୍ର ବ୍ୟାପି — ୭. Pervasion on all sides (Apte).
- ୮. ଆଲୋଚନା; ବାଦବିବାଦ (ହିନ୍ଦୀ - ଶ.) — ୮. Discussion (Apte).
- ୯. ଅତ୍ୟନ୍ତ ଦୁଃଖ; କଷ୍ଟ (ହିନ୍ଦୀ - ଶ.) — ୯. Misery; pain.