Jump to content

ପରିବେଦନା

ଉଇକିଅଭିଧାନ‌ରୁ

ପରିବେଦନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ ବେଦି ଧାତୁ= ଜାଣିବା+ ଭାବ. ଅନ + ସ୍ତ୍ରୀ. ଆ)

[ସମ୍ପାଦନା]
୧. ଅତ୍ୟନ୍ତ କ୍ଳେଶ; ଯନ୍ତ୍ରଣା — ୧. Misery; pang.
୨. ଦୂରଦର୍ଶିତା — ୨. Prodence; foresight (Apte).
୩. ଚତୁରତା; ବିଦଗ୍ଧତା (ହିନ୍ଦୀ - ଶ.) — ୩. Shrewdness (Apte).