ପରିବେଦିନୀ
(ପରିବେଦନୀୟା—ଅନ୍ୟରୂପ)
ପରିବେତ୍ତାର ସ୍ତ୍ରୀ; ଯେଉଁ ସ୍ତ୍ରୀ ଅବିବାହିତ ଜ୍ୟେଷ୍ଠଭ୍ରାତାର କନିଷ୍ଠକୁ ବିବାହ କରିଥାଏ —The wife of a younger brother who gets married before his elder. (M.W.)