Jump to content

ପରିବେଶ

ଉଇକିଅଭିଧାନ‌ରୁ

ପରିବେଶ

ଉଚ୍ଚାରଣ

[ସମ୍ପାଦନା]

(ପରିବେଷ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ପରି = ଚାରିଆଡ଼େ+ ବିଶ୍ ବା ବିଷ୍ ଧାତୁ=ବେଷ୍ଟନ କରିବା; ବ୍ୟାପିବା+ ଅଧି. ଅ)

[ସମ୍ପାଦନା]
୧. ପରିଧି — ୧. Circumference.
୨. ମଣ୍ଡଳ —୨. Halo; orb.
୩. ଚନ୍ଦ୍ର ସୂର୍ଯ୍ୟର ମଣ୍ଡଳ —୩. The disc of the sun or moon; the halo round the sun or moon.
୪. (+ ଭାବ. ଅ) ପରିବେଷଣ; ପରଷିବା — ୪. Serving of meal.
୫. (+ ଭାବ. ଅ) ଘେର; ବେଷ୍ଟନୀ — ୫. Any thing surrounding or protacting.
୬. ପରିଧାନ — ୬. Putting on; clothing; dressing. (M.W.)