Jump to content

ପରିବେଷକ

ଉଇକିଅଭିଧାନ‌ରୁ

ପରିବେଷକ

ଉଚ୍ଚାରଣ

[ସମ୍ପାଦନା]

(ପରିବେଷ୍ଟା—ଅନ୍ୟରୂପ)

(ପରିବେଷିକା; ପରିବେଷ୍ଟ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ— (ପରି+ ବିଷ୍ ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]

ପରଷୁଣି; ପରଷାଳି; ପରିବେଷଣକାରୀ — Meal-server; one who serves up meals; a waiter.